ପେଟ୍ରୋଲ : ₹ 100.98.00
ଡିଜେଲ : ₹ 92.56.00
ସୁନା : ₹ 106860.00
ରୁପା : ₹ 137000.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ
:
INR 100.98.00
ଡିଜେଲ
:
INR 92.56.00
ସୁନା
:
INR 106860.00
ରୁପା
:
INR 137000.00
Home
About Us
Contact Us
Privacy Policy
Archive
☰
TOP NEWS
Thursday,
04
Sep
25
PAGES
Page-1
Page-2
Page-3
Page-4
Page-5
Page-6
Page-7
ଏ ମୁହୂର୍ତ୍ତର ଖବର :
ଚାକିରିରୁ ବିଦା ହେଲେ ଅଙ୍ଗନବାଡ଼ି ଦିଦି, ପ୍ରମାଣପତ୍ର ଓ ଆଧାର କାର୍ଡରେ ରହିଛି ଭିନ୍ନ ଭିନ୍ନ ଜନ୍ମତାରିଖ | ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର | କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର, ପତ୍ର ଉପରେ GST ୫%କୁ ହ୍ରାସ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ | ବାଇକ ଚୋରି କରି ପଳାଉଥିଲେ ଯୁବକ, ଗୋଡ଼ାଇ ଗୋଡ଼ାଇ ଧରିଲେ ଲୋକ | କଣ୍ଟାବାଞ୍ଜିକୁ ମୁନିସପାଲଟି ଦାବି, ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେଡି | ଆଜି ପବିତ୍ର ସୁନିଆଁ ଉତ୍ସବ: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ୬୯ ଅଙ୍କ ଆରମ୍ଭ | ମାଡ଼ି ଆସୁଛି କି ବିପଦ ! ସିଂହଦ୍ବାର ସମ୍ମୁଖରେ ଅରୁଣ ସ୍ତମ୍ଭରେ ବସିଲା ଚିଲ | ରେଲୱେ ଟ୍ରାକ୍ ପାର୍ ବେଳେ ଟ୍ରେନ୍ ଧକ୍କାରେ ହାତୀ ଗୁରୁତର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ | ବିଏସଏଫ୍ ଯବାନଙ୍କ ଦ୍ୱାରା ବିରଳ ପ୍ରଜାତିର ଉଡ଼ନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର | ଚାଷ ଜମିରୁ ଫସଲ ଖାଇଦେଲା ବୋଲି ବିଚରା ଷଣ୍ଢକୁ ଜୀବନରୁ ମାରିଦେବାକୁ ଉଦ୍ୟମ | ଗାଁ ଦାଣ୍ତରେ ବିରାଟ ଶୋଭାଯାତ୍ରା କରି ପ୍ରଧାନ ଶିକ୍ଷକଙ୍କୁ ବିଦାୟ ଦେଉଛନ୍ତି ଛାତ୍ରଛାତ୍ରୀ | ଆଖି ବୁଜିଲେ ଜୀବନ ହରିବାକୁ ଉଦ୍ୟମ କରିଥିବା ମହିଳା, ପାରିବାରିକ କଳହ ଯୋଗୁ ଢାଳି ହୋଇଥିଲେ କିରୋସିନ | ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି : ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ | ସତର୍କ ସଙ୍କେତ ଅତିକ୍ରମ କଲା ଜଳକା ନଦୀ, ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟରରେ ପ୍ରବାହିତ | ପିକଅପ୍ ପଛରେ ପିଟି ହେଲା ବାଇକ: ଶଳା ମୃତ, ଭିଣୋଇ ଗୁରୁତର | ଲଘୁଚାପ ପ୍ରଭାବରେ ୭ ଯାଏ ପ୍ରବଳ ବର୍ଷା: ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ | ହାଇ ଆଲର୍ଟରେ ଦିଲ୍ଲୀ, ସଚିବାଳୟ ଠାରୁ ଆରମ୍ଭ କରି ରିଲିଫ କ୍ୟାମ୍ପ ଯାଏଁ ପହଞ୍ଚିଲା ଯମୁନା ପାଣି | ନାଇଜେରିଆ ନଦୀରେ ବୁଡ଼ିଲା ଡଙ୍ଗା: ୬୦ ମୃତ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା |