TODAYS
ପେଟ୍ରୋଲ
:
INR 108.97.00
ଡିଜେଲ
:
INR 100.68.00
ସୁନା
:
INR 137610.00
ରୁପା
:
INR 194900.00
ପେଟ୍ରୋଲ: ₹108.97 , ଡିଜେଲ: ₹ 100.68 | ସୁନା: ₹ 137610 , ରୁପା: ₹ 194900
Home
About Us
Contact Us
Privacy Policy
ବର୍ତମାନର ଖବର
Archive
☰
TOP NEWS
Monday,
16
Nov
26
PAGES
Page-1
Page-2
Page-3
Page-4
Page-5
Page-6
Page-7
ଏ ମୁହୂର୍ତ୍ତର ଖବର :
ଘର ଭିତରେ ପଶିଗଲା ଦ୍ରୁତଗାମୀ କାର୍, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ | ଓଡ଼ିଶାରେ ରାମ ନାଗାଙ୍କ ନିଯୁକ୍ତିକୁ ନେଇ ଝଡ଼, ୧୦ ବର୍ଷ ତଳର JNU ମାମଲାକୁ ନେଇ ପ୍ରଶ୍ନ; ସରକାରଙ୍କୁ ଟାର୍ଗେଟ୍ | ନଦୀ କୁଳିଆ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ ପ୍ରକ୍ରିୟା, ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଘନ ଘନ ବୈଠକ |ପଶ୍ଚିମ ପରେ ବିଜେଡିର ଉତ୍ତର ଓଡ଼ିଶା ଫୋକସ୍, ଆଜି ଭୋଗରାଇରେ ସୁଜାତା ରାଉତଙ୍କ ପଦଯାତ୍ରା | ଘର ଭିତରେ କବାଟ ବନ୍ଦ କରି ଆକ୍ରମଣ, ଗିରଫ ହେଲା ଅଭିଯୁକ୍ତ | ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା, ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ସମ୍ଭାବନା | ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା, ୨୦ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍! | ସମ୍ଭାବ୍ୟ ବାତ୍ୟାକୁ ନେଇ ଅଶାନ୍ତ ରହିପାରେ ପୁରୀ ସମୁଦ୍ର, ଆଗାମୀ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ | ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର, ଅଧାରୁ ବନ୍ଦ ହେଲା ନାଟକ | ଆଜି ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଓ ସଂକ୍ରାନ୍ତି, ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର | ଥାଇଲାଣ୍ଡ ଫୁକେଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ମୃତ୍ୟୁ, ୩୬ ଆହତ | ଆଜିଠୁ ମୋଦିଙ୍କ ଫିଲିପାଇନ୍ସ ଗସ୍ତ, ବାଣିଜ୍ୟ ଓ ସୁରକ୍ଷା ଉପରେ ବଡ଼ ଆଲୋଚନା | ଛଟ ପୂଜାର ଆଜି ଶେଷ ଦିନ, ଭୁବନେଶ୍ୱରର କୁଆଁଖାଇ ନଦୀ ଓ ନୂଆଁ ବାଲିଯାତ୍ରା ପଡ଼ିଆରେ ବ୍ରତଧାରୀଙ୍କ ପ୍ରବଳ ଭିଡ଼ | କନ୍ଧମାଳ କରଡା ଘାଟିରେ ଜଳିଗଲା କାର୍, ଡ୍ରାଇଭର ଜୀବନ୍ତ ଦଗ୍ଧ | ସୋରଡ଼ା ପିପଳପଙ୍କା ଗାଁ ନିକଟ ଅଡ଼ାଙ୍ଗି ବ୍ରିଜରେ ପିଟିହେଲା ବାଇକ, ୨ ଯୁବକ ମୃତ | ଭୁବନେଶ୍ୱରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ଟ୍ୱିନ୍ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା | ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ୫.୧ ତୀବ୍ରତାର ଝଟକା |