ପେଟ୍ରୋଲ   :   ₹ 101.16.00
 
ଡିଜେଲ      :   ₹ 92.74.00
 
ସୁନା         :   ₹ 124480.00
 
ରୁପା         :   ₹ 161000.00
ପଢ଼ନ୍ତୁ ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ:INR 101.16.00
ଡିଜେଲ:INR 92.74.00
ସୁନା:INR 124480.00
ରୁପା:INR 161000.00
  • Home
  • About Us
  • Contact Us
  • Privacy Policy
  •  
    TOP NEWS  
    Friday, 21 Nov 25
     
 
 
 
 
 
 
 ଏ ମୁହୂର୍ତ୍ତର ଖବର : ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ, ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ | ଲୁଣ ଭାବି ଖାଇଦେଲେ ଥିମେଟ୍, ୩ ଶିଶୁ ଗୁରୁତର | ସାଲିଆ ସାହି ବସ୍ତିକୁ ନୋ ଏଣ୍ଟ୍ରି, ବୁଲିବ ତାରବାଡ | ବାଲିଯାତ୍ରା ପଡ଼ିଆକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ, ୭ ଦିନ ମଧ୍ୟରେ ସଫେଇ ପାଇଁ ଦେଲେ ନିର୍ଦ୍ଦେଶ | ଗାଁ ପଡିଆରେ ଅର୍ଦ୍ଧଦଗ୍ଧ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ | ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗରେ ହେବ ଚର୍ଚ୍ଚା | ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୁଣି ୪ଜଣଙ୍କୁ ରିମାଣ୍ଡରେ ନେଲା ପୋଲିସ | କାଲି ଲଘୁଚାପ, ୨୪ରେ ଡିପ୍ରେସନ | କୋଲକାତାରେ ଭୂକମ୍ପ ଝଟକା, ତୀବ୍ରତା ୫.୨ | ଭିଏତନାମରେ ବିପର୍ଯ୍ୟୟ, ୪୧ ମୃତ | ରୁଷ-ୟୁକ୍ରେନ ଗୁପ୍ତ ଶାନ୍ତି ପ୍ରସ୍ତାବ ଲିକ୍, ଦୂରଗାମୀ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ଲାଗିବ କଟକଣା | ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୫.୨ |
-: ପ୍ରକାଶନ ସମୟ ରାତି ୮ଟା :-