ପେଟ୍ରୋଲ : ₹ 100.97.00
ଡିଜେଲ : ₹ 92.55.00
ସୁନା : ₹ 98170.00
ରୁପା : ₹ 119900.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ
:
INR 100.97.00
ଡିଜେଲ
:
INR 92.55.00
ସୁନା
:
INR 98170.00
ରୁପା
:
INR 119900.00
Home
About Us
Contact Us
Privacy Policy
Archive
☰
TOP NEWS
Thursday,
10
Jul
25
Back
ଏ ମୁହୂର୍ତ୍ତର ଖବର :
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ଭୁବନେଶ୍ବର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ | ଆଜି ଘଟଗାଁ ମାଆ ତାରିଣୀଙ୍କ ଆଷାଢୀ ପର୍ବ, ପ୍ରଜାଙ୍କ ମଙ୍ଗଳ ପାଇଁ ଉପବାସ କରିବେ ନଡ଼ିଆ ରାଣୀ | ଶରଧାବାଲି ଦଳଚକଟା ଘଟଣାରେ ତଦନ୍ତ, ଆଜି ପୁରୀରେ ସାକ୍ଷ ଗ୍ରହଣ କରିବେ ଅନୁ ଗର୍ଗ | ଅଧାରେ ରହିଗଲା ଜଗା ଦର୍ଶନ, ନୀଳାଦ୍ରି ବିଜେ ଦେଖିବା ପାଇଁ ଯିବାବେଳେ ଦୁର୍ଘଟଣାରେ ଜଣେ ମୃତ | ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ତୈଳ ସଂକଟ, ଟାଙ୍କିରୁ ସରି ଆସିଲାଣି ପେଟ୍ରୋଲ ଡିଜେଲ | ଚାଲୁନି ଗାଡ଼ି ମୋଟର, ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ | ତରଳି ଯାଉଛନ୍ତି ବାବା ଅମରନାଥ, ଦେଖିବାକୁ ଲାଗୁଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ | ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା, ତୀବ୍ରତା ୪.୪ | ନେପାଳ-ଚୀନ୍ ସୀମାରେ ବନ୍ୟା, ୬ ମୃତ, ୧୯ ନିଖୋଜ | ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍, ସାଧାରଣ ଜନତାଙ୍କ ଯାତାୟାତ ଗମନାଗମନ ପ୍ରଭାବିତ | ତେଲ ସଙ୍କଟ ଆଶଙ୍କା ଟଳିଲା, ତରବରିଆ ହୋଇ କିଣନ୍ତୁ ନାହିଁ ପେଟ୍ରୋଲ : ସଞ୍ଜୟ ଲାଠ | ରାସ୍ତାକଡକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ୨୨ ଯବାନ |