TODAYS
ପେଟ୍ରୋଲ
:
INR 108.85.00
ଡିଜେଲ
:
INR 100.56.00
ସୁନା
:
INR 154800.00
ରୁପା
:
INR 25000.00
ପେଟ୍ରୋଲ: ₹108.85 , ଡିଜେଲ: ₹ 100.56 | ସୁନା: ₹ 154800 , ରୁପା: ₹ 25000
Home
About Us
Contact Us
Privacy Policy
ବର୍ତମାନର ଖବର
Archive
☰
TOP NEWS
Saturday,
05
Sep
26
Back
ଏ ମୁହୂର୍ତ୍ତର ଖବର :
ରାଉରକେଲାରେ ଚାଞ୍ଚଲ୍ୟ, ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । କଟକ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ପାଳନ, ପିଲାଙ୍କୁ ପାଠ ପଢାଇଲେ ମୁଖ୍ୟମନ୍ତ୍ରୀ । ସିସିଟିଭିକୁ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି, ଗାଁରେ ଉତ୍ତେଜନା ପରିସ୍ଥିତି, ପୋଲିସ ମୁତୟନ । ଗୁରୁ ଦିବସରେ ଗୁରୁ ଗର୍ଜନ, ୪ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ଅଭାବ ଅନଟନ ଭିତରେ ଗର୍ବ ଆଣିଛି ପରିବା ବିକାଳିଙ୍କ ପୁଅ, ଡାକ୍ତର ହେବେ ସୋମନାଥ ପ୍ରଧାନ । କାମୁଡ଼ିଲା ବିଷାକ୍ତ ସାପ, ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ । ସେତୁ ଉପରୁ ଖସି ପଡିଲା କାର, ଅଳ୍ପକେ ବର୍ତିଲେ ୬ଜଣ । ଆଜି ପବିତ୍ର ନନ୍ଦୋତ୍ସବ, ପୁରୀରେ ସ୍ବତନ୍ତ୍ର ନୀତିକାନ୍ତି । ଆଜି ଗୁରୁଦିବସ : ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନ ।