ପେଟ୍ରୋଲ   :   ₹ 100.97.00
 
ଡିଜେଲ      :   ₹ 92.55.00
 
ସୁନା         :   ₹ 98170.00
 
ରୁପା         :   ₹ 119900.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ:INR 100.97.00
ଡିଜେଲ:INR 92.55.00
ସୁନା:INR 98170.00
ରୁପା:INR 119900.00
  • Home
  • About Us
  • Contact Us
  • Privacy Policy
  • Archive
  •  
    TOP NEWS  
    Thursday, 10 Jul 25
     
 
 
 
 
 
 
 ଏ ମୁହୂର୍ତ୍ତର ଖବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ଭୁବନେଶ୍ବର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ | ଆଜି ଘଟଗାଁ ମାଆ ତାରିଣୀଙ୍କ ଆଷାଢୀ ପର୍ବ, ପ୍ରଜାଙ୍କ ମଙ୍ଗଳ ପାଇଁ ଉପବାସ କରିବେ ନଡ଼ିଆ ରାଣୀ | ଶରଧାବାଲି ଦଳଚକଟା ଘଟଣାରେ ତଦନ୍ତ, ଆଜି ପୁରୀରେ ସାକ୍ଷ ଗ୍ରହଣ କରିବେ ଅନୁ ଗର୍ଗ | ଅଧାରେ ରହିଗଲା ଜଗା ଦର୍ଶନ, ନୀଳାଦ୍ରି ବିଜେ ଦେଖିବା ପାଇଁ ଯିବାବେଳେ ଦୁର୍ଘଟଣାରେ ଜଣେ ମୃତ | ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ତୈଳ ସଂକଟ, ଟାଙ୍କିରୁ ସରି ଆସିଲାଣି ପେଟ୍ରୋଲ ଡିଜେଲ | ଚାଲୁନି ଗାଡ଼ି ମୋଟର, ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ | ତରଳି ଯାଉଛନ୍ତି ବାବା ଅମରନାଥ, ଦେଖିବାକୁ ଲାଗୁଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ | ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା, ତୀବ୍ରତା ୪.୪ | ନେପାଳ-ଚୀନ୍ ସୀମାରେ ବନ୍ୟା, ୬ ମୃତ, ୧୯ ନିଖୋଜ | ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍, ସାଧାରଣ ଜନତାଙ୍କ ଯାତାୟାତ ଗମନାଗମନ ପ୍ରଭାବିତ | ତେଲ ସଙ୍କଟ ଆଶଙ୍କା ଟଳିଲା, ତରବରିଆ ହୋଇ କିଣନ୍ତୁ ନାହିଁ ପେଟ୍ରୋଲ : ସଞ୍ଜୟ ଲାଠ | ରାସ୍ତାକଡକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ୨୨ ଯବାନ |
-: ପ୍ରକାଶନ ସମୟ ରାତି ୮ଟା :-