TODAYS
ପେଟ୍ରୋଲ:INR 101.19.00
ଡିଜେଲ:INR 92.77.00
ସୁନା:INR 155570.00
ରୁପା:INR 275000.00
ପେଟ୍ରୋଲ: ₹101.19 , ଡିଜେଲ: ₹ 92.77 | ସୁନା: ₹ 155570 , ରୁପା: ₹ 275000
 
 
 
 
 
 ଏ ମୁହୂର୍ତ୍ତର ଖବର : ଆଜି ଭିତର ଭଣ୍ଡାର ଗଣତିର ଦ୍ଵିତୀୟ ଦିବସ, ୧୮ ତାରିଖ ପର୍ଯ୍ୟନ୍ତ ଧରି ଚାଲିବ ଗଣତି କାର୍ଯ୍ୟ | ଦିନରେ ଜାଳିବ ରାତିରେ ଢାଳିବ, ଆଜି ୧୫ ଜିଲ୍ଲାରେ ୪୦ ଡିଗ୍ରୀ ଟପି ପାରେ ତାପମାତ୍ରା | ଆଜିଠୁ ଡିଜିଟାଲ୍ ଜନଗଣନା, ଘରକୁ ଘର ବୁଲି ଜନଗଣନା କରିବେ ଅଧିକାରୀ | ସ୍କୁଲରେ ମହୁମାଛି ଆକ୍ରମଣ, ଜଣେ ଶିକ୍ଷକ ଦୁଇ ଶିକ୍ଷୟତ୍ରୀ ଗୁରୁତର | ବାଘ ଛାଲ ସହ ବଜ୍ରକାପ୍ତା କାତି ଜବତ, ମାଆ-ପୁଅଙ୍କୁ ଗିରଫ କଲା ବନବିଭାଗ | ବିଶ୍ୱାସରେ ବିଷ ଦେଇ ଦେଲା ପୁରୁଷ ବନ୍ଧୁ, କଟକରୁ ପୁରୀ ନେଇ କଲା ଗଣଦୁଷ୍କର୍ମ | ଓଡ଼ିଶାରେ OAS ଓ ORS ଅଧିକାରୀଙ୍କ ପାଇଁ ନୂଆ ବଦଳି ନିୟମ, କୌଣସି ସୁପାରିଶ ଚଳିବନି | ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଯବାନ ଆହତ | ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା, ଶ୍ରୀରାମଙ୍କ ଫଟୋ ଚିରିଥିବା ନେଇ ଅଭିଯୋଗ | ସମସ୍ତଙ୍କୁ ପଛରେ ପକାଇ ଟପ୍ପର ହେଲେ ଟିନା ରଥ, ୫୦୦ରୁ ୫୦୦ ମାର୍କ ରଖି କଲେ ରେକର୍ଡ | ଡ୍ରାଇଭରଙ୍କ ଭୁଲ୍ ଯୋଗୁଁ ଚାଲିଗଲା ୩ ଜୀବନ, ୩୫ ଜଣ ଆହତ | ଲକ୍ଷ୍ନୌ ବିକାଶନଗର ବସ୍ତିରେ ଭୟଙ୍କର ନିଆଁ, ୨ ମୃତ, ୫୦ରୁ ଅଧିକ ଘର ଜଳିପୋଡ଼ି ପାଉଁଶ | ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ, ଏପ୍ରିଲ ୧୮ ଯାଏଁ ଚାଲିବ | ଦୁଇଟି ଗାଡ଼ି ମଧ୍ୟରେ ଧକ୍କା, ୮ ମୃତ |
 
Copyright©2026, OdishaNewsEpaper, All rights reserved.