ପେଟ୍ରୋଲ : ₹ 101.11.00
ଡିଜେଲ : ₹ 92.69.00
ସୁନା : ₹ 127200.00
ରୁପା : ₹ 180000.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ
:
INR 101.11.00
ଡିଜେଲ
:
INR 92.69.00
ସୁନା
:
INR 127200.00
ରୁପା
:
INR 180000.00
Home
About Us
Contact Us
Privacy Policy
Archive
☰
TOP NEWS
Wednesday,
22
Oct
25
Back
ଏ ମୁହୂର୍ତ୍ତର ଖବର :
ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣା, ଦୁଇ ଜେଲ ଓ୍ବାର୍ଡରଙ୍କୁ ନିଲମ୍ବିତ କଲେ ଜେଲ ଡିଜି | ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ| ପୋଲ ତଳକୁ ଖସିଗଲା ବାଇକ, ଚାଲିଗଲା ଯୁବକଙ୍କ ଜୀବନ | ଉତ୍ତମାପୁର ଅଞ୍ଚଳରେ ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଘଟଣା, ୪ ଗିରଫ | ଯୁବତୀଙ୍କୁ ରାସ୍ତାରେ ଅପହରଣ ଉଦ୍ୟମ ପଣ୍ଡ, ଜଣେ ଯୁବକ ଅଟକ | ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ, ମହିଳାଙ୍କୁ ମାଡ ମାରିବା ସହ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ | ପୁଅ ଭୁଲିଗଲା ସମ୍ପର୍କ, ସମ୍ପତ୍ତି ପାଇଁ ବୃଦ୍ଧ ବାପା ମାଆଙ୍କୁ ହାଣିଲା | ଜଳିଗଲା ଡ୍ରେସ ଦୋକାନ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ | ଚାଷୀଙ୍କୁ ଡରାଇଲାଣି ବର୍ଷା ଭୟ, ଅମଳ ସମୟରେ ଆସୁଛି ୩ ଲଘୁଚାପ | ଆଇନଜୀବୀ ପୀତବାସ ହତ୍ୟା ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ରାତି ଅଧରେ ଉଠାଇ ନେଲା ପୋଲିସ | ଦିଲ୍ଲୀରେ ଦୀପାବଳି ଭାଙ୍ଗିଲା ୪ ବର୍ଷର ରେକର୍ଡ, ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ | ମୁମ୍ବାଇରେ ବି ବଢ଼ିଲା ପ୍ରଦୂଷଣର ମାତ୍ରା, ଅନେକ ଅଞ୍ଚଳରେ କମିଛି ଦୃଶ୍ୟମାନତା | ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଅଘଟଣ, ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର | ମୋଦିଙ୍କୁ ଟ୍ରମ୍ପଙ୍କ ଫୋନ୍ କଲ୍, ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ |