ପେଟ୍ରୋଲ   :   ₹ 103.19.00
 
ଡିଜେଲ      :   ₹ 94.76.00
 
ସୁନା         :   ₹ 46500.00
 
ରୁପା         :   ₹ 56800.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ:INR 103.19.00
ଡିଜେଲ:INR 94.76.00
ସୁନା:INR 46500.00
ରୁପା:INR 56800.00
  • Home
  • About Us
  • Contact Us
  • Privacy Policy
  • Archive
  •  
    TOP NEWS  
    Saturday, 24 Sep 22
     
ଆଜିର ରାଶିଫଳ !

 ମେଷ: କୌଣସି ପୁରୁଣା କାମ ଆଜି ସରିବ। ପୂର୍ବରୁ କୌଣସି ପ୍ରୋଜେକ୍ଟରେ ଅର୍ଥ ଲଗାଣ କରିଥିଲେ, ଆଜି ମୋଟା ଅଙ୍କର ଲାଭ ମିଳିବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଥିବା ଚିନ୍ତା ଆଜି ଦୂର ହେବ। କୌଣସି ଭଲ ଅବସର ମିଳିବ।

ବୃଷ: ଆଜିର ଦିନଟି ସୁଖମୟ ରହିବ। ଖର୍ଚ୍ଚ ବଢ଼ିବ। ଏକା ସାଙ୍ଗେ ଅନେକ କାମ ଆସିବ। ଏଣୁ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁମାନେ ହଇରାଣ କରିବେ। ଶ୍ୱଶୁର ଘର ଲୋକ ଧାର ମାଗିପାରନ୍ତି। ପ୍ରେମ ସମ୍ପର୍କରେ ଥିବା ଲୋକମାନେ ସାଥୀଙ୍କ ସହ ଭଲ ସମୟ ବିତାଇବେ।

ମିଥୁନ:ଆଜି ପରୋପକାର କରିବେ। ଗରିବଙ୍କ ସେବାରେ ଧନ ଦେବେ। ଯଦି କାହାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚୟ କରନ୍ତୁ। ବାପା-ମା’ଙ୍କ ଆଶୀର୍ବାଦରେ ଆଗକୁ ଯିବେ। ଆଜି କାହାକୁ ମାଗଣା ଜ୍ଞାନ ବାଣ୍ଟନ୍ତୁ ନାହିଁ। ଜୀବନସାଥୀ ସାଥ୍‌ ଦେବେ।

କର୍କଟ:ମନ ମୁତାବକ ଲାଭ ମିଳିବ। ବୟୋଜ୍ୟେଷ୍ଠଙ୍କ ସାହାଯ୍ୟରେ ଧନ ରୋଜଗାର କରିବେ। ଧୀମାରେ ଚାଲିଥିବା ବେପାର କାହା ପରାମର୍ଶରେ ଆଗକୁ ବଢ଼ିବ। ଆଜି ଜୀବନସାଥୀଙ୍କୁ ବାହାରକୁ ବୁଲାଇ ନେବେ। ମନ ଖୁସି ରହିବ। ଦେହ ଓ ମନ ସୁସ୍ଥ ରହିବ।

ସିଂହ:  ଆଜି ଦିନ ସାରା ପରିଶ୍ରମ କରିବେ। ପରିବାରରେ କୌଣସି ସଦସ୍ୟଙ୍କ ବିବାହ ପକ୍କା ହେବ। ଫଳରେ ପରିବାରରେ ଖୁସିର ମାହୋଲ ଦେଖାଦେବ। ବିଦ୍ୟାର୍ଥୀ ପଢ଼ାରେ ସମସ୍ୟା ଭୋଗିବେ। ପରିବାରର କାହା ଦେହ ଖରାପ ହେବ। ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ।

କନ୍ୟା:ଆଜିର ଦିନ ଚିନ୍ତାରେ କଟିବ। ଅଧିକ ରୋଜଗାର କରିବା ଆଶାରେ ଛୋଟ ଛୋଟ ଲାଭକୁ ଛାଡ଼ିଦେବେ। କୌଣସି ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ବାପା-ମା’ଙ୍କ ଆଶୀର୍ବାଦରେ ନୂଆ ଗାଡ଼ି କିଣିପାରନ୍ତି।

ତୁଳା:ଆଜି ଅଧିକ ଖର୍ଚ୍ଚ କରିବେ। ବେପାରରେ ଅଧିକ ଲାଭ ହେବ। କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଚିନ୍ତାର କାରଣ ପାଲଟିବ। ପରିବାରରେ କିଛି ବିବାଦ ଥିଲେ ଆଜି ସମାଧାନ ହେବ। ବ୍ୟକ୍ତିଗତ କାମ ପାଇଁ କାହା ଠାରୁ ପରାମର୍ଶ ନିଅନ୍ତୁ ନାହିଁ।

ବିଛା: ଆଜିର ଦିନ ଶୁଭ ଫଳ ନେଇ ଆସିବ। ସୁଖଦ ଜୀବନର ଲାଭ ଉଠାଇବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ତେବେ ଭାବିଚିନ୍ତି ମୁହଁ ଖୋଲନ୍ତୁ। ଅନ୍ୟ ଲୋକ ପାଇଁ ଅସୁବିଧାରେ ପଡ଼ିପାରନ୍ତି।

ଧନୁ:ଆଜିର ଦିନ ମଧ୍ୟମ ଧରଣର ରହିବ। ଅଧିକ ଲାଭ ଆଶାରେ ଭୁଲ ଜାଗାରେ ନିବେଶ କରିବାରୁ ନିବୃତ୍ତ ରୁହନ୍ତୁ। ପିଲାମାନେ ଘର ସମସ୍ୟା ଯୋଗୁ ପଢ଼ାରେ ମନ ଦେଇ ପାରିବେ ନାହିଁ। କାମ ପାଇଁ ଯାତ୍ରା କରିପାରନ୍ତି।

ମକର: ଆଜି ହସ ଖୁସିରେ ଦିନଟି କଟିବ। ଅଟକିଥିବା କାମ ପୂରା କରିବେ। ନୂଆ କାମ ଆରମ୍ଭ କରିଥିଲେ, ଧ୍ୟାନ ଦେଇ କରନ୍ତୁ। ବ୍ୟବସାୟରେ ଲାଭ ମିଳିବ। ଲୋକଙ୍କୁ ମିଠା କଥାରେ ନିଜର କରି ନେବେ।

କୁମ୍ଭ:ଆଜିର ଦିନ ଶାନ୍ତିରେ କଟିବ। କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ, ବାଧା ଉପୁଜିବ। ଫଳରେ ମନ ଭଲ ରହିବନି। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ତୁରନ୍ତ ଡାକ୍ତର ଦେଖାନ୍ତୁ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।

ମୀନ: ଆଜି ସମ୍ପତ୍ତି କିଣି ପାରନ୍ତି। ଆର୍ଥିକ ସ୍ଥିତି ସୁଧୁରିବ। ଆଜିର କାମ ଆଜି ହିଁ କରନ୍ତୁ। କାଲି ପାଇଁ ରଖନ୍ତୁ ନାହିଁ। ସବୁ କାମ ଠିକ ସମୟରେ ସାରନ୍ତୁ। ଏହା ଦ୍ବାରା ଲାଭ ପାଇବେ। ମନରେ ନୂଆ ବିଚାର ଆସୁଥିଲେ ଏବେ ହିଁ କରନ୍ତୁ।

 ଏ ମୁହୂର୍ତ୍ତର ଖବର : ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଶାଳ ଶୋଭାଯାତ୍ରା କରିବ ବିଜେପି:ଗୋଲକ ମହାପାତ୍ର|ରାଜ୍ୟରେ ବଢିବ ବର୍ଷାର ପରିମାଣ: ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ | ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଶାଳ ଶୋଭାଯାତ୍ରା କରିବ ବିଜେପି:ଗୋଲକ ମହାପାତ୍ର | ଭୁବନେଶ୍ୱର କ୍ଲବର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଜାରି, ଭୋଟ୍‌ ଦେଉଛନ୍ତି ସମସ୍ତ ସଦସ୍ୟ |ବଲାଙ୍ଗିର: ବିଳମ୍ବିତ ରାତିରେ ଦୁଇ ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ | ପୁରୁଣା ବାଲେଶ୍ୱରରେ ଅବକାରୀ ରେଡ୍; ୨୦ ଲକ୍ଷର ପୋଚ ନଷ୍ଟ | ବାଲିଗୁଡା: ଯାତ୍ରୀବାହୀ ଅଟୋ ଓଲଟି ୪ ଗୁରୁତର | ଓଡ଼ିଶାରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜୀବ ଚନ୍ଦ୍ରଶେଖର | ଉମରକୋଟ: ହତ୍ୟାକାରୀ ସ୍ୱାମୀ ଗିରଫ | ଭୁବନେଶ୍ୱର: ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ସହ ଅନ୍ତର୍ବାଟିଆ ଅଞ୍ଚଳରେ ବାଘ ବୁଲୁଥିବା ଚର୍ଚ୍ଚା | 6-ଜିର ପ୍ରତିନିଧିତ୍ବ କରିବ ଭାରତ |ବାଣୀ କଲ୍ୟାଣ ମହାନ୍ତି ବିଜେଡ଼ିରୁ ନିଲମ୍ବିତ |
-: ପ୍ରକାଶନ ସମୟ ରାତି ୮ଟା :-