ପେଟ୍ରୋଲ : ₹ 101.55.00
ଡିଜେଲ : ₹ 93.11.00
ସୁନା : ₹ 93380.00
ରୁପା : ₹ 104000.00
ଆ
ଜ
ି
ର
ଗ
ୁ
ର
ୁ
ତ
୍
ୱ
ପ
ୂ
ର
୍
ଣ
୍
ଣ
ଖ
ବ
ର
TODAYS
ପେଟ୍ରୋଲ
:
INR 101.55.00
ଡିଜେଲ
:
INR 93.11.00
ସୁନା
:
INR 93380.00
ରୁପା
:
INR 104000.00
Home
About Us
Contact Us
Privacy Policy
Archive
☰
TOP NEWS
Thursday,
10
Apr
25
PAGES
Page-1
Page-2
Page-3
Page-4
Page-5
Page-6
Page-7
ଏ ମୁହୂର୍ତ୍ତର ଖବର :
ମାଆ ନାଁରେ ସାଙ୍ଘାତିକ ଅଭିଯୋଗ, ଟଙ୍କା ପାଇଁ ନବଜାତ ଶିଶୁ ପୁତ୍ରକୁ ଅନ୍ୟ ହାତରେ ଟେକି ଦେଲା | ଗାଁରେ ମାତିଛି ଅଜଣା ଜୀବ: ଗୋଡ଼ାଇ ଗୋଡ଼ାଇ କାମୁଡୁଛି, ୩ ଗୁରୁତର | ଶଶ୍ମାନରୁ ଶବ ଗାଏବ, ପୋତାଯାଇଥିବା ଶବ ନେଇଗଲେ ଦୁର୍ବୃତ୍ତ | ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ | ସଇଁନ୍ତଲା ଭଦ୍ରା ଗାଁରୁ ଉଦ୍ଧାର ହେଲା ବିକ୍ରି ଶିଶୁ, ‘ସା’ କେନ୍ଦ୍ରରେ ରଖିଛି ପ୍ରଶାସନ | ଅନୁଗୁଳ: ଡ୍ୟାମରେ ବୁଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ | କଣ୍ଟାବାଞ୍ଜି ଅଞ୍ଚଳରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ | ଚୋରି କରି ମାରୁଥିଲେ ଚମ୍ପଟ, ଧରାପଡିବା ପରେ ନିର୍ଦ୍ଧୁମ ଖାଇଲେ ଛେଚା | ଗରମରୁ ସାମାନ୍ୟ ତ୍ରାହି, ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା | ପାଟୁଆ ପର୍ବ ପାଇଁ ଏବେ ଠୁ ଚଳଚଞ୍ଚଳ ହେଲାଣି ମା’ପାଟଣ ମଙ୍ଗଳା ପୀଠ, ପୋଖରୀ ଅବସ୍ଥାକୁ ଦେଖି ଭକ୍ତ ନିରାଶ |ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ | ଗ୍ରୀଷ୍ମ ପ୍ରବାହ ପାଇଁ ଆଜିଠୁ ସକାଳୁଆ ଅଫିସ୍, କାର୍ଯ୍ୟ ସମୟ ଭିତରେ ଲଞ୍ଚ ବ୍ରେକ୍ ନାହିଁ | ନୂଆ ରୂପ ପାଇବ ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ରେଳ ଷ୍ଟେସନ, ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ | ଲିଙ୍ଗରାଜଙ୍କ ବାହୁଡା ଯାତ୍ରାରେ ଅଘଟଣ, ନୀତି ଛାଡି ଦୌଡିଲେ ସେବାୟତ | ଘର ଜାଳିଦେଲା ଘରୋଇ କଳି: ସ୍ତ୍ରୀ ରହୁଥିବା ଘର ଉପରକୁ ବୋମାମାଡ଼ କଲା ସ୍ୱାମୀ | ଛିନତାଇ କରି ଫେରୁଥିବାବେଳେ କାର ଦୁର୍ଘଟଣାଗ୍ରସ୍ତ: ୪୬ ଗ୍ରାମ ସୁନା, ୨୦୯ ଗ୍ରାମ ରୁପା ଜବତ | ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ |