ପେଟ୍ରୋଲ   :   ₹ 101.11.00
 
ଡିଜେଲ      :   ₹ 92.69.00
 
ସୁନା         :   ₹ 77120.00
 
ରୁପା         :   ₹ 91400.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ:INR 101.11.00
ଡିଜେଲ:INR 92.69.00
ସୁନା:INR 77120.00
ରୁପା:INR 91400.00
  • Home
  • About Us
  • Contact Us
  • Privacy Policy
  • Archive
  •  
    TOP NEWS  
    Saturday, 21 Dec 24
     
 
PAGES
Page-1
 
Page-2
 
Page-3
 
Page-4
 
Page-5
 
Page-6
 
Page-7
 
 ଏ ମୁହୂର୍ତ୍ତର ଖବର : ପରକୀୟା ପ୍ରୀତିରୁ ନବବଧୂଙ୍କୁ ହତ୍ୟା, ଶାଶୁଘର ଲୋକ ମାରିଦେଇଥିବା ଅଭିଯୋଗ| ଆନ୍ଧ୍ର ଉପକୂଳରେ ଅବପାତ ସକ୍ରିୟ: ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା| ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର| ଭିଜିଲାନ୍ସ ଜାଲରେ ଡିଆଇସି ସୁବର୍ଣ୍ଣପୁର ଜିଏମ୍ , ଆୟ ବର୍ହିଭୂତ ସମ୍ପତ୍ତି ନେଇ ୩ଟି ସ୍ଥାନରେ ରେଡ୍| ଦୀର୍ଘ ବର୍ଷର ପୁରୁଣା ମନ୍ଦିରକୁ କାହାରି ନିଘା ନାହିଁ, ଶ୍ରଦ୍ଧାଳୁମାନଙ୍କ ପାଇଁ ନାହିଁ କୌଣସି ବ୍ୟବସ୍ଥା| ହୁତୁହୁତୁ ହୋଇ ଜଳିଗଲା ବସ, କାରଣ ଅସ୍ପଷ୍ଟ| ନଦୀ ବନ୍ଧ ଫାଟି ଆଁ କରୁଛି, ଚିନ୍ତାରେ ଶହ ଶହ ଲୋକେ| ନୂଆବର୍ଷରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ! ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଭେଟି ଦେବେ ସରକାର| ଆସନ୍ତାକାଲିଠୁ କମିବ ବର୍ଷାର ପରିମାଣ, କୋହଲା ପାଗ ସହ କିଛି ସ୍ଥାନରେ କୁହୁଡ଼ି ସମ୍ଭାବନା| ପାରିବାରିକ କଳହରୁ ନିର୍ମମ ହତ୍ୟା, ସ୍ତ୍ରୀର ତଣ୍ଟି କାଟିଲା ସୈତାନ ସ୍ବାମୀ|ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରିରୀକ ସମ୍ପର୍କ, ଅଭିଯୋଗ ପରେ ଯୁବକ ଗିରଫ| ଆସନ୍ତା ରବିବାର ପର୍ଯ୍ୟନ୍ତ ଭିଜିବ ଓଡିଶା: ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ| ଚାଷ ଜମିରୁ ଉଦ୍ଧାର ହେଲା ୧୯ ଫୁଟ ଲମ୍ବର ଅଜଗର ସାପ| ମହଙ୍ଗା ହୋଇପାରେ ବିଜୁଳି ବିଲ୍‌, ୟୁନିଟ୍ ପିଛା ୫୪ ପଇସା ବଢ଼ାଇବାକୁ ପ୍ରସ୍ତାବ| ଜନଗହଳିପୂର୍ଣ୍ଣ ରାସ୍ତାରୁ କାର୍ କାଚ ଭାଙ୍ଗି ଲୁଟିନେଲେ ୧ ଲକ୍ଷ ଟଙ୍କା, ସୁରକ୍ଷା ଉପରେ ପ୍ରଶ୍ନବାଚୀ|ଚାଷୀଙ୍କ ଆଖିରେ ଲୁହ ଭରିଛି ଅଦିନିଆ ମେଘ, ଉଜାଡି ଦେଲା ସୁନାର ଫସଲ| ଦିଲ୍ଲୀ ମଦ ଦୁର୍ନୀତି ମାମଲା : ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା, ମାମଲା ଚଳାଇବା ପାଇଁ ଇଡିକୁ ମିଳିଲା ଅନୁମତି| ପୁଣିଥରେ ଆରମ୍ଭ ହେବ ନିଖୋଜ ମାଲେସିଆ ବିମାନର ସନ୍ଧାନ, ଜାଣନ୍ତୁ ଫ୍ଲାଇଟ୍ MH370 ର କାହାଣୀ| ସ୍କୁଲ ପିଲା ପରି ଦଣ୍ଡ ଦେଲେ ସିଇଓ, ୨୦ ମିନିଟ ଛିଡ଼ା ହେଲେ କର୍ମଚାରୀ| ସାମାନ୍ୟ ସନ୍ଦେହରୁ ବୋହୂକୁ ରାତିସାରା ପିଟିଲେ ଶାଶୁଘର ଲୋକ, ମନ ଶାନ୍ତି ନ ହେବାରୁ ପ୍ରାଇଭେଟ ପାର୍ଟରେ ଭର୍ତ୍ତି କଲେ ଲଙ୍କାଗୁଣ୍ଡ| ରୁଷ ଉପରେ ୯/୧୧ ପରି ଆକ୍ରମଣ, କଜାନ ସହରର ତିନିଟି ବହୁ ତଳ କୋଠାକୁ ଆତଙ୍କୀଙ୍କ ଡ୍ରୋନ ଆକ୍ରମଣ| ଜୟପୁର ସିଏନଜି ଟ୍ୟାଙ୍କର ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିଲା, ମୃତଦେହର ମିଳୁନି ପରିଚୟ, ହେବ ଡିଏନଏ ଟେଷ୍ଟ| ଦୁଇ ଦିନିଆ କୁଏତ ଗସ୍ତରେ ମୋଦି: ଫୋକସରେ ପ୍ରତିରକ୍ଷା, ବାଣିଜ୍ୟ କାରବାର ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ| ମହିଳାଙ୍କ କଲ୍ୟାଣ ପାଇଁ ଆଇନ ତିଆରି ହୋଇଛି, ସ୍ବାମୀଙ୍କ ଠାରୁ ଜବରଦସ୍ତି ଅର୍ଥ ଦାବି କରିବା ପାଇଁ ନୁହେଁ : ସୁପ୍ରିମକୋର୍ଟ| ଭୋରୁ ଭୋରୁ ଘରେ ଲାଗିଗଲା ନିଆଁ, ସ୍ବାମୀ ସ୍ତ୍ରୀଙ୍କ ସହିତ ଦୁଇ ପିଲାଙ୍କ ମୃତ୍ୟୁ| ଜର୍ମାନୀ: ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୮ ଆହତ| ନେପାଳରେ ଭୂମିକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ|
-: ପ୍ରକାଶନ ସମୟ ରାତି ୮ଟା :-