TODAYS
ପେଟ୍ରୋଲ:INR 101.03.00
ଡିଜେଲ:INR 92.60.00
ସୁନା:INR 152350.00
ରୁପା:INR 265000.00
ପେଟ୍ରୋଲ: ₹101.03 , ଡିଜେଲ: ₹ 92.60 | ସୁନା: ₹ 152350 , ରୁପା: ₹ 265000
 
 
 
 
 
 ଏ ମୁହୂର୍ତ୍ତର ଖବର : ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟିକ ପ୍ରତିଷ୍ଠାନ, ଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ | ଉଦଳା ମେଡିକାଲ ନାଁରେ ସାଂଘାତିକ ଅଭିଯୋଗ, କୁଣ୍ଡିଆ ଘା’ ପାଇଁ ମେଡିକାଲ ଦେଲା ଏକ୍ସପାରୀ କାନଡ୍ରପ | ଆକ୍ସନ ମୁଡ଼ରେ ପରିବହନ ବିଭାଗ, ମାଲବାହୀ ଯାନରେ ଯାତ୍ରୀ ନେଲେ ଗଣିବେ ତଣ୍ଡ | ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଲୁଟ୍, ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ | କୁମ୍ଭୀରଙ୍କ ପ୍ରଜନନ ଋତୁ, ଆଜିଠୁ ତିନି ମାସ ଯାଏଁ ଭିତରକନିକା ବନ୍ଦ | ରାଜ୍ୟରେ ପ୍ରଭାବ ଦେଖାଇଲା କାଳବୈଶାଖୀ: ଉଡେଇଲା, ବୁଡ଼େଇଲା, ଭାଙ୍ଗିଲା | ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ, ଶ୍ରମ ହିଁ ସମସ୍ତ ସମ୍ପତ୍ତି ଓ ସଂସ୍କୃତିର ମୂଳ ଉତ୍ସ | କଳାବୈଶାଖୀର ଭୟାବହ ପ୍ରଭାବ, ବ୍ରଜପାତରେ ଗୁରୁତର ହେଲେ ଗୋଟିଏ ପରିବାରର ତିନି ସଦସ୍ୟ | ଡିଲ ବେଳେ ମାଡ଼ିବସିଲା ବନବିଭାଗ, ୨ ଶିକାରୀ ସହ ବାଘ ଛାଲ ଜବତ | ସାରା ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ | କଂଗ୍ରେସ ନେତା ପଓ୍ୱନ ଖେଡାଙ୍କୁ ସୁପ୍ରିମ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ | ନାଗରିକତା ନିୟମରେ ସଂଶୋଧନ : ନାବାଳକଙ୍କ ପାଇଁ ଆସିଲା ନିୟମ, ଅନଲାଇନ ହେଲା OCI ପଞ୍ଜିକରଣ | ବଡ ଧରଣର କ୍ରୁଜ ବୋଟ ଦୁର୍ଘଟଣା: ୬ ଜଣଙ୍କ ମୃତ୍ୟୁ, ୧୪ ନିଖୋଜ |
 
Copyright©2026, OdishaNewsEpaper, All rights reserved.