ପେଟ୍ରୋଲ   :   ₹ 100.94.00
 
ଡିଜେଲ      :   ₹ 92.52.00
 
ସୁନା         :   ₹ 107620.00
 
ରୁପା         :   ₹ 136000.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ:INR 100.94.00
ଡିଜେଲ:INR 92.52.00
ସୁନା:INR 107620.00
ରୁପା:INR 136000.00
  • Home
  • About Us
  • Contact Us
  • Privacy Policy
  • Archive
  •  
    TOP NEWS  
    Saturday, 06 Sep 25
     
 
 
 
 
 
 
 ଏ ମୁହୂର୍ତ୍ତର ଖବର : ଆରମ୍ଭ ହେଲା ଅପେରସନ ପ୍ରହାର, ଶିକ୍ଷାନୁଷ୍ଠାନ ଅଞ୍ଚଳରେ ନିଶାଦ୍ରବ୍ୟ ବିକ୍ରି ଉପରେ ଲାଗିବ ରୋକ | ପାଗ ଖରାପ ଯୋଗୁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ, କୋଲକାତାରେ କଲେ ଲ୍ୟାଣ୍ଡିଂ | ଶୋଭନୀୟ ଶିକ୍ଷାଶ୍ରମରେ ଭିନ୍ନ ଢଙ୍ଗରେ ପାଳିତ ହେଲା ଗୁରୁ ଦିବସ, ଗୁରୁଙ୍କୁ ପୂଜା କଲେ ଛାତ୍ରଛାତ୍ରୀ | ନକଲି ସୁନା ଦେଖାଇ ବେପାରୀଙ୍କଠାରୁ ୧୬ ଲକ୍ଷ ଟଙ୍କା ଲୁଟ, ଜଣେ ଅଟକ | ପ୍ରବଳ ଲଗାଣ ବର୍ଷାରେ ବେହାଲ ଯାଜପୁର, ରାସ୍ତାଘାଟ ସବୁଠି ସୃଷ୍ଟି ହୋଇଛି କୃତ୍ରିମ ବନ୍ୟାର ପରିସ୍ଥିତି | ଛେଣ୍ଡିପଦାରେ ଭୂସ୍ଖଳନ: ଲଗାଣ ବର୍ଷାରେ ଧସିଲା ପାହାଡ଼, ଯାତାୟାତ ଠପ୍ | ପାରୀଦୀପ ବନ୍ଦରରେ ଅଘଟଣ: ଜାହାଜରୁ ଖସିପଡିଲେ ୨ ଜଣ କ୍ରିୟୁ ସଦସ୍ୟ | ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲା, ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ | ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ, ବାମନ ରୂପୀ ବାଳକ ବେଶରେ ଉଭା ହେବେ ଶ୍ରୀଜଗନ୍ନାଥ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ପୁସ୍ତିକା କଲେ ପ୍ରଦାନ | ନିମୋନିଆରେ ପୀଡ଼ିତ ଅଛନ୍ତି ଅଭିଜିତ ଜୁମଦାର: ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି | ବଣାଇ ରେଞ୍ଜରେ ପୁଣି ବାଘ ଆତଙ୍କ, ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇଲା ବନବିଭାଗ | ଲଗାଣ ବର୍ଷାରେ ଫୁଲୁଛି ଜଳକା, ବୈତରଣୀ ଓ ବୁଢ଼ାବଳଙ୍ଗ: ଚାଷ ଜମିରେ ବନ୍ୟା ପାଣି, ଚିନ୍ତାରେ ଚାଷୀ | ମଧ୍ୟପ୍ରଦେଶ ମୁହାଁ ଲଘୁଚାପ, କାଲିଠୁ କମିବ ବର୍ଷାର ପରିମାଣ | ସ୍ବାସ୍ଥ୍ୟ ପାଇଁ ହିତକର କଖାରୁ, ଅନେକ ରୋଗରୁ ଦେଇଥାଏ ମୁକ୍ତି | ଭିସା ନେଇ ଟ୍ରମ୍ପ ସରକାରଙ୍କ ବଡ଼ ଘୋଷଣା, ଚୀନକୁ ସମର୍ଥନ କଲେ ଆମେରିକାରେ ମିଳିବ ନାହିଁ ପ୍ରବେଶ | ଆଫଗାନିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଝଟକା, ତୀବ୍ରତା ୪.୯ |
-: ପ୍ରକାଶନ ସମୟ ରାତି ୮ଟା :-