TODAYS
ପେଟ୍ରୋଲ:INR 100.97.00
ଡିଜେଲ:INR 92.55.00
ସୁନା:INR 151310.00
ରୁପା:INR 270000.00
ପେଟ୍ରୋଲ: ₹100.97 , ଡିଜେଲ: ₹ 92.55 | ସୁନା: ₹ 151310 , ରୁପା: ₹ 270000
 
 
 
 
 
 ଏ ମୁହୂର୍ତ୍ତର ଖବର : ରଣକ୍ଷେତ୍ର ପାଲଟିଲା ପୁରୁଣାକଟକ ଥାନା ପରିସର, ମାରପିଟରେ ୬ରୁ ଅଧିକ ଯୁବକ ଏବଂ ଜଣେ ପୋଲିସ କର୍ମଚାରୀ ଆହତ | ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଜଳକଷ୍ଟ ଦୂର କଲା ବେଦାନ୍ତ, ମିଳୁଛି ବିଶୁଦ୍ଧ ପାନୀୟ ଜଳ | ଚିଲିକାରେ କଡ଼ା ସୁରକ୍ଷା ନିୟମ, ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ | ସ୍ତ୍ରୀଙ୍କ ମୁହଁରେ ସୁଧୀର ପାତ୍ରଙ୍କ ହତ୍ୟା ଘଟଣା, ଭାଉଜ ଓ ତାଙ୍କ ଭାଇଙ୍କୁ କଲେ ଦାୟୀ | ଜନଗଣନା ପାଇଁ ସରକାରଙ୍କ ୱାର୍ଣ୍ଣିଂ: ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ, ମନା କଲେ କାର୍ଯ୍ୟାନୁଷ୍ଠାନ | ହାତୀପଲଙ୍କୁ ଟେକା ଫିଙ୍ଗି ୪ ଗିରଫ,ଭିଡିଓ ସୋସିଆଲ ମିଡିଆରେ ଭାଇରାଲ | ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ମୃତ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି | ସମ୍ବଲପୁରରେ ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାଶ, କୋଟି କୋଟି ଟଙ୍କା ହରିଲୁଟ୍ କରିଥିବା ଅଭିଯୁକ୍ତ ଜିତୁ ମହାନନ୍ଦ ଗିରଫ | ୧୦ ଯାଏଁ ରାଜ୍ୟରେ କମ୍ ରହିବ ତାତି, ପୂର୍ବାନୁମାନ କରିଛି ପାଣିପାଗ ବିଭାଗ | ରାଜଧାନୀର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୨ ଜୀବନ୍ତ ଦଗ୍ଧ | ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଆସନ୍ତା ୧୧ରେ ଆସାମରେ ନୂଆ ସରକାର ଶପଥ | ଥାଲାପତି ବିଜୟଙ୍କ ପାର୍ଟି ଟିଭିକେକୁ ସମର୍ଥନ ଦେଲା କଂଗ୍ରେସ, ରଖିଲା ଏଭଳି ସର୍ତ୍ତ | ପଶ୍ଚିମବଙ୍ଗରେ ହିଂସା : ସୁରକ୍ଷାବଳ ଉପରେ ଫାୟାରିଂ, ୩ ପୋଲିସକର୍ମୀ ସମେତ ୫ ଯବାନ ଆହତ | ପଶ୍ଚିମବଙ୍ଗରେ ବିଜୟ ପରେ ବିଜେପି ଜାରି କଲା ‘ବିଜୟ ଭିଡିଓ’ | ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ହର୍ମୁଜ ପ୍ରଣାଳୀରେ”ପ୍ରୋଜେକ୍ଟ ଫ୍ରିଡମ୍”କୁ ବନ୍ଦ କଲା ଆମେରିକା |
 
Copyright©2026, OdishaNewsEpaper, All rights reserved.