ପେଟ୍ରୋଲ   :   ₹ 101.11.00
 
ଡିଜେଲ      :   ₹ 92.69.00
 
ସୁନା         :   ₹ 122020.00
 
ରୁପା         :   ₹ 165000.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ:INR 101.11.00
ଡିଜେଲ:INR 92.69.00
ସୁନା:INR 122020.00
ରୁପା:INR 165000.00
  • Home
  • About Us
  • Contact Us
  • Privacy Policy
  • Archive
  •  
    TOP NEWS  
    Saturday, 08 Nov 25
     
 
 
 
 
 
 
 ଏ ମୁହୂର୍ତ୍ତର ଖବର : ଏଣିକି କୋଣାର୍କ ନାଟ୍ୟ ମଣ୍ଡପ ଉପରକୁ ପର୍ଯ୍ୟଟକ ଚଢିବା ମନା, କଟକଣା ଜାରି କଲା ଏଏସ୍‌ଆଇ | ଡାକ୍ତରଖାନା ପାଇଁ ନାହିଁ ଆବଶ୍ୟକୀୟ କୋଠା, ହନ୍ତସନ୍ତ ହେଉଛନ୍ତି ରୋଗୀ | କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍, ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ | କେନାଲକୁ ଖସିଲା ଓଡ଼ିଆ ଅଭିନେତା ଅଶ୍ରୁମୋଚନଙ୍କ ଗାଡ଼ି, ବାରଙ୍ଗ ଥାନା କଳାଝରୀ ସାଇଫନ ନିକଟରେ ଦୁର୍ଘଟଣା | ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୁଣି ରିମାଣ୍ଡରେ ଯିବେ ଉମା ଓ ଯୋଗେନ୍ଦ୍ର | OSRTC ବସ ଓ ଟ୍ରକ ମୁହାଁମୁହିଁ ଧକ୍କା, ୪ ଗୁରୁତର | ଇଡି ନଜରରେ ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ସ୍କାମ, କଳାଧନ ସମ୍ପର୍କିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ସୂଚନା | ଜମୁଛି ବାଲିଯାତ୍ରା: ବଲିଉଡ ଗାୟିକା ହର୍ଷଦୀପ କୌରଙ୍କ ଜଲୱାରେ ଫିଦା ହେଲେ ଦର୍ଶକ | ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ, ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ | ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ, ଆସନ୍ତାକାଲି ଅପରାହ୍ଣ ୪ଟାରୁ ବନ୍ଦ ହେବ ପ୍ରଚାର | ଜମ୍ମୁ କଶ୍ମୀର କୁପୱାଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ | ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଅନେକ ଘର | ରୁଷ ସେନାରେ ୪୪ ଭାରତୀୟ ନିଯୁକ୍ତ, ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ | ବାଂଲାଦେଶ ସୀମାରେ ୩ଟି ନୂଆ ସାମରିକ ଛାଉଣୀ ପ୍ରତିଷ୍ଠା, ସୁଦୃଢ଼ ହେବ ‘ଚିକେନ ନେକ’ |
-: ପ୍ରକାଶନ ସମୟ ରାତି ୮ଟା :-