ପେଟ୍ରୋଲ   :   ₹ 101.11.00
 
ଡିଜେଲ      :   ₹ 92.69.00
 
ସୁନା         :   ₹ 99380.00
 
ରୁପା         :   ₹ 123900.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ:INR 101.11.00
ଡିଜେଲ:INR 92.69.00
ସୁନା:INR 99380.00
ରୁପା:INR 123900.00
  • Home
  • About Us
  • Contact Us
  • Privacy Policy
  • Archive
  •  
    TOP NEWS  
    Saturday, 19 Jul 25
     
 
 
 
 
 
 
 ଏ ମୁହୂର୍ତ୍ତର ଖବର : ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗ, ଯୁବ ନେତା ଗିରଫ | ଧରଣୀଧର ବିଶ୍ଵବିଦ୍ୟାଳୟରେ ବର୍ଷେ ତଳେ ଛାତ୍ରୀଙ୍କୁ ଆସଦାଚରଣ କରିଥିଲେ ଶିକ୍ଷକ, ICC କରୁଛି ତଦନ୍ତ | ଧରାପଡିଲା ଆତଙ୍କ ଖେଳାଇଥିବା ମାଙ୍କଡ଼, ୫ ଦିନ ପରେ ଟ୍ରାଙ୍କୁଲାଇଜ କରି କାବୁ କଲା ବନବିଭାଗ | ପାଣି ଘେରରେ ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାୟ ୫୦ ହଜାର ଲୋକେ, ବନ୍ୟା ସ୍ଥିତି ପରଖିଲା ପ୍ରଶାସନ | ଓଡିଶା ବନ୍ଦ ସମୟରେ ମାତିଲେ ଲୁଟେରା, ଶୂନଶାନ ରାସ୍ତାର ସୁଯୋଗ ନେଇ ମହିଳାଙ୍କ ବେକରୁ ଝାମ୍ପିଲେ ସୁନା ଚେନ | ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ, ୨୩ରୁ ବଢିବ ବର୍ଷା | ଭଦ୍ରକ: ସାପ କାମୁଡାରେ ମହିଳାଙ୍କ ମୃତ୍ଯୁ | ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି , ରାଜ୍ୟରେ ଖୋଲିବ ଆଉ ୫ଟି ନୂଆ ମହିଳା NCC ବାଟାଲିୟନ | ଏଣିକି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟ ଅବଧିରେ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ମିଳିବ ଅନୁକମ୍ପାମୂଳକ ସହାୟତା: ମୁଖ୍ୟମନ୍ତ୍ରୀ | ସୌମ୍ୟାଶ୍ରୀ ମୃତ୍ୟୁ: ହାଇକୋର୍ଟରେ ଜନସ୍ଵାର୍ଥ ମାମଲା, ତଦନ୍ତ ପାଇଁ ଗଠନ ହେଲା ଏସଆଇଟି ଦଳ | FM କଲେଜ ଛାତ୍ରୀ ମୃତ୍ୟୁ ମାମଲା: ଆଜି ତଦନ୍ତ କମିଟି ନିକଟରେ ହାଜର ହେବେ ICC ସଦସ୍ୟ | ଏଫଏମ କଲେଜ ଛାତ୍ରୀ ଜୀଵନ ହାରିବା ଘଟଣା, କଲେଜ୍ ନିକଟସ୍ଥ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚର ତନାଘନା | ବାନ୍ଦ୍ରାରେ ଭୁଶୁଡ଼ିଲା ତିନି ମହଲା ଘର, ଭଗ୍ନାବଶେଷ ତଳେ ୧୦ ଜଣ ଫସି ରହିଥିବା ଆଶଙ୍କା | ତେଲେଙ୍ଗାନା ଦୁର୍ଘଟଣା : କାର ଏବଂ ଟ୍ରକ୍ ଧକ୍କାରେ ୪ ମୃତ, ଜଣେ ଆହତ | ମା’ର ପ୍ରେମକୁ ଲଜ୍ଜିତ କରିଛି ଜଣେ ମହିଳା, ପ୍ରେମିକ ସହ ମିଶି ୫ ବର୍ଷର ଝିଅକୁ କଲା ହତ୍ୟା | TRFକୁ ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ରହିଛି ସଂପୃକ୍ତ | ଚିଲିରେ ଭୂକମ୍ପ, ତୀବ୍ରତା ୫.୭ |
-: ପ୍ରକାଶନ ସମୟ ରାତି ୮ଟା :-