ପେଟ୍ରୋଲ   :   ₹ 100.97.00
 
ଡିଜେଲ      :   ₹ 92.55.00
 
ସୁନା         :   ₹ 98350.00
 
ରୁପା         :   ₹ 111000.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ:INR 100.97.00
ଡିଜେଲ:INR 92.55.00
ସୁନା:INR 98350.00
ରୁପା:INR 111000.00
  • Home
  • About Us
  • Contact Us
  • Privacy Policy
  • Archive
  •  
    TOP NEWS  
    Friday, 09 May 25
     
 
 
 
 
 
 
 ଏ ମୁହୂର୍ତ୍ତର ଖବର : ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ICAIର ବଡ ନିଷ୍ପତ୍ତି, CA ପରୀକ୍ଷା ହେଲା ସ୍ଥଗିତ | ଭାରତ-ପାକିସ୍ତାନ ଯୁଦ୍ଧର ପ୍ରଥମ ଭିଡିଓ ଜାରି କଲା ଭାରତୀୟ ସେନା, X ରେ କଲା ଅପଲୋଡ | ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ | ଅପରେସନ ସିନ୍ଦୂର ୨.୦, ଜାରିରହିଛି ଇଣ୍ଡିଆ ପାକିସ୍ତାନ ଯୁଦ୍ଧ | ନିଜ ଖୋଳିଥିବା ଗାତରେ ପଡିଲେ ପାକିସ୍ତାନ ସେନା ମୁଖ୍ୟ, ଅସୀମ ମୁନିରଙ୍କ ଗାଦିଚ୍ୟୁତ ସହ ଗିରଫ ହୋଇଥିବା ଚର୍ଚ୍ଚା | ଅପରେସନ ସିନ୍ଦୂର ୨.୦ : ପାକିସ୍ତାନ ଉପରେ ଭାରତର ଜୋରଦାର ଆକ୍ରମଣ | ଅପରେସନ ସିନ୍ଦୂର ୨.୦ : LOCରେ ପ୍ରବଳ ଗୁଳିବର୍ଷା, ପ୍ରତି ସେକେଣ୍ଡରେ ହେଉଛି ଜୋରଦାର ବିସ୍ଫୋରଣ | X ଭାରତରେ ୮,୦୦୦ରୁ ଅଧିକ ଆକାଉଣ୍ଟ କଲା ବ୍ଲକ୍, ସରକାର ଦେଇଥିଲେ ଆଦେଶ | କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ? ପ୍ରାଇଭେଟ ଜେଟରେ ବସି ଦେଶ ଛାଡ଼ି ପଳାଇଥିବା ଚର୍ଚ୍ଚା | ଶକ୍ତି ଦେଖାଇଲା ଭାରତୀୟ ସେନା, ପାକିସ୍ତାନର ୫୦ରୁ ଅଧିକ ସ୍ବାର୍ମ ଡ୍ରୋନ ଖସାଇଲା | ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଗୁଳିମାଡ଼, ଉରିରେ ଜଣେ ମହିଳାଙ୍କ ମୃତ୍ୟୁ | କରାଚି ବନ୍ଦର ଉପରେ ଭାରତୀୟ ନୌସେନାର ପ୍ରଚଣ୍ଡ ଆକ୍ରମଣ | କରାଚିକୁ ଭାରତୀୟ ନୌସେନା ଘେରି ଯାଇଛି, ଆଇଏନଏସ୍ ବିକ୍ରାନ୍ତ ଦ୍ବାରା କରାଚି ବନ୍ଦର ଉପରେ ଆକ୍ରମଣ | ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ | ପାକିସ୍ତାନକୁ ଭାରତର କଡ଼ା ଜବାବ, ସମ୍ବଲପୁରରେ ଖୁସି ମନାଇଲେ ଭାରତର ପୂର୍ବତନ ସୈନିକ | କୁଜଙ୍ଗ ପୋଲିସକୁ ମିଳିଛି ବଡ ସଫଳତା, ଛିନତାଇ ଗ୍ୟାଙ୍ଗର ୫ ଜଣ ଗିରଫ | ଟମାଟୋ ପାଇଁ ସେନା କର୍ମଚାରୀଙ୍କୁ କାମୁଡି ଦେଲେ ବ୍ୟବସାୟୀ | ସକାଳୁ ସକାଳୁ ଗଡ଼ିଲା ମୁଣ୍ଡ, ବାରଙ୍ଗରେ ଯୁବକଙ୍କୁ ହତ୍ୟା ପରେ ରାସ୍ତା କଡରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ | ପୁଣି ତାତି ଭାଙ୍ଗିବ ସବୁ ରେକର୍ଡ ! ଆଗକୁ ୪୫ ଡିଗ୍ରୀ ଛୁଇଁପାରେ ପାରଦ | ପୁରୀ ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଶ୍ରୀମନ୍ଦିର ନିକଟରେ ସଶସ୍ତ୍ର ସୁରକ୍ଷାବଳ ମୁତୟନ |
-: ପ୍ରକାଶନ ସମୟ ରାତି ୮ଟା :-