TODAYS
ପେଟ୍ରୋଲ:INR 109.22.00
ଡିଜେଲ:INR 100.92.00
ସୁନା:INR 159380.00
ରୁପା:INR 295000.00
ପେଟ୍ରୋଲ: ₹109.22 , ଡିଜେଲ: ₹ 100.92 | ସୁନା: ₹ 159380 , ରୁପା: ₹ 295000
 
 
 
 
 
 ଏ ମୁହୂର୍ତ୍ତର ଖବର : ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ଦଳ ଭିତରେ ଉପେକ୍ଷା କରାଯାଉଥିଲା ଅଭିଯୋଗ | ମାଓବାଦୀ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ଯୋଜନା, ଲୁଟ୍ ଅସ୍ତ୍ରଶସ୍ତ୍ର ଓଡ଼ିଶା ଫେରାଇ ଆଣିବାକୁ SIWର ଚିଠି | ନିଖିଲ ହାଡ଼ପା ହତ୍ୟାକାଣ୍ଡ, ଆଉ ୪ ଅଭିଯୁକ୍ତ ଗିରଫ, ଗିରଫ ସଂଖ୍ୟା ୧୬ କୁ ବୃଦ୍ଧି | ଠିକାଦାରଙ୍କ ଗୁଣ୍ଡାଗିରି, ରାସ୍ତା କାମକୁ ନେଇ ଦୁଇ ଯୁବକଙ୍କୁ ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ଆକ୍ରମଣ | ସସପେନ୍ସ ବଢ଼ାଇଲା ମୋହନଙ୍କ ଦିଲ୍ଲୀ ଗସ୍ତ, ଓଡ଼ିଶା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋରଦାର | ସମ୍ପତ୍ତି ପାଇଁ ଫିକା ପଡ଼ିଲା ରକ୍ତ ସମ୍ପର୍କ, ଦାଦାକୁ ପଥରରେ ଛେଚି ହତ୍ୟା କଲା ପୁତୁରା | ଗ୍ରୋସରୀ ଗାଡ଼ିରେ ଦୁଇ କୋଟିର ଗଞ୍ଜେଇ, ଓଡ଼ିଶାରୁ ମହାରାଷ୍ଟ୍ରକୁ ଚୋରାଚାଲାଣ ବେଳେ ମାଡି ବସିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ | ଓଭରବ୍ରିଜ୍ ରେ ସିରିଜ୍ ଦୁର୍ଘଟଣା, ଚାଳକଙ୍କ ସମେତ ଦୁଇ ଜଣ ଗୁରୁତର ଆହତ | ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ, ଶୁଭ କି ଅଶୁଭ ନେଇ ନାନା ଚର୍ଚ୍ଚା | ଆମ୍ବୁଲାନ୍ସକୁ ପିଟିଲା ହାଇୱା, ଡ୍ରାଇଭର ଗୁରୁତର | ଅସହ୍ଯ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଓଡ଼ିଶା, ଆହୁରି ୫ଦିନ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ | ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ପୋଲିସ ଗୁଳିରେ ଆହତ ହୋଇଛି ଅଭିଯୁକ୍ତ | ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମିଳିଥିଲା ଜିଲେଟିନ ଷ୍ଟିକ୍, ସୁରକ୍ଷାରେ ତ୍ରୁଟି ଯୋଗୁଁ ୬ ପୋଲିସ କର୍ମୀ ନିଲମ୍ବିତ | ମୁମ୍ବାଇ ଧୁଲେରେ ଓଲଟିଲା ଡମ୍ପର ଓ ଟ୍ରକ, ବସ୍ ଧକ୍କାରେ ୬ ମୃତ |
 
Copyright©2026, OdishaNewsEpaper, All rights reserved.