TODAYS
ପେଟ୍ରୋଲ:INR 101.03.00
ଡିଜେଲ:INR 92.60.00
ସୁନା:INR 160580.00
ରୁପା:INR 274000.00
ପେଟ୍ରୋଲ: ₹101.03 , ଡିଜେଲ: ₹ 92.60 | ସୁନା: ₹ 160580 , ରୁପା: ₹ 274000
 
 
 
 
 
 ଏ ମୁହୂର୍ତ୍ତର ଖବର : ସାତକୋଶିଆରେ ବଢିଛି କୁମ୍ଭୀର ସଂଖ୍ୟା, ମୋଟ୍ ୧୧୦ଟି କୁମ୍ଭୀର ଥିବା ସୂଚନା | ଲଟେରି ଜରିଆରେ ବିଏମ୍‌ସି ପକ୍ଷରୁ ପକ୍କା ଘର ଆବଣ୍ଟନ, ସାମିଲ ହେବେ ୧୬୭ ହିତାଧିକାରୀ | ଟିଉସନରୁ ଫେରିବା ସମୟରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ, ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ | ଆଜି ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ | ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ, ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଥିବା ସୂଚନା | ଗତକାଲି ଭୟଙ୍କର ଦୁର୍ଘଟଣାରେ ୫ ମୃତ ଘଟଣା, ଗିରଫ ହେଲା କିଲର ଡ୍ରାଇଭର | ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି | ନାବାଳକଙ୍କ ବ୍ଲାକ୍ ଥାରର ନିଶା, ପଡୋଶୀଙ୍କ ଘରୁ ଚୋରି କଲେ ୨୦ ଲକ୍ଷ ଟଙ୍କା | ବଜେଟ ୨୦୨୬ : ଏପ୍ରିଲ ୧ ରୁ ନୂଆ ଆୟକର ନିୟମ, ଜୁଲାଇ ୩୧ ଯାଏଁ କରିପାରିବେ ରିଟର୍ଣ୍ଣ ଦାଖଲ | ବଜେଟ ୨୦୨୬ : ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍ | ବଜେଟ ୨୦୨୬ : ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ, ବାୟୋଫାର୍ମା ପାଇଁ ୧୦ ହଜାର କୋଟି ନିବେଶ | ଅଟୋ-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୫ ମୃତ ଓ ୩ ଆହତ | ୨୭ ବର୍ଷ ପରେ ପ୍ରଥମ ଥର ପାଇଁ ରବିବାରରେ ବଜେଟ ଉପସ୍ଥାପନ, ଖୋଲା ରହିବ ସେୟାର ବଜାର |
 
Copyright©2026, OdishaNewsEpaper, All rights reserved.