ପେଟ୍ରୋଲ : ₹ 101.06.00
ଡିଜେଲ : ₹ 92.64.00
ସୁନା : ₹ 75160.00
ରୁପା : ₹ 96600.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ
:
INR 101.06.00
ଡିଜେଲ
:
INR 92.64.00
ସୁନା
:
INR 75160.00
ରୁପା
:
INR 96600.00
Home
About Us
Contact Us
Privacy Policy
Archive
☰
TOP NEWS
Tuesday,
21
May
24
ପ୍ରକାଶନ ସମୟ ରାତି ୮ଟା
PAGES
Page-1
Page-2
Page-3
Page-4
Page-5
Page-6
Page-7
ଏ ମୁହୂର୍ତ୍ତର ଖବର :
କଣ୍ଟାମାଳର ଗୋଟିଏ ବୁଥରେ ଆଉ ଥରେ ହେବ ପୁଲିଂ, ଗଣ୍ଡଗୋଳ ଯୋଗୁଁ ବନ୍ଦ ରହିଥିଲା ମତଦାନ | ବିବାଦୀୟ ବୟାନ ପରେ ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର, କହିଲେ ୩ ଦିନ କରିବେ ଉପବାସ | ଆଜି ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’, ଦେଖାଯିବନି ନିଜ ଛାଇ | ଇଣ୍ଡିଆ ସ୍କିଲ୍ସ-୨୦୨୪ରେ ଟିମ୍ ଓଡ଼ିଶା ଟପ୍ପର, ଏବେ ଲକ୍ଷ୍ୟ ୱାର୍ଲ୍ଡ ସ୍କିଲ୍ସ, ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା: ପିଟିହେଲା ଗାଡ଼ି, ଜଣେ ଆହତ | କଙ୍ଗାରୁ କୋର୍ଟର ଅମାନବୀୟ ଦଣ୍ଡ: ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼, ଫାଶୀ ଦେବାକୁ ଧମକ | କାଳବୈଶାଖୀ ତାଣ୍ଡବ: ବଜ୍ରାଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଲା ଜୀବନ | ଗରିବ ଲୋକଙ୍କ ଟଙ୍କାକୁ ହଡ଼ପ କରିନେଇଛନ୍ତି ପୋଷ୍ଟ ଅଫିସର କର୍ମଚାରୀ, ଅଭିଯୋଗ ଆଣିଲେ ଗ୍ରାମବାସୀ | ସମ୍ବିତ ପାତ୍ରଙ୍କ ମନ୍ତବ୍ୟ: ନିନ୍ଦା କଲେ କେଜ୍ରିୱାଲ, ଗିରଫ କରିବାକୁ ଦାବି କଲା କଂଗ୍ରେସ | କଳାପଥର ଖାଦାନରେ ଅତଡା ଧସିବା ଘଟଣା, ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ | ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ ! ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା | ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ; ଓଡିଶାରେ ୬୯.୩୫% ଭୋଟିଂ |