TODAYS
ପେଟ୍ରୋଲ:INR 108.97.00
ଡିଜେଲ:INR 100.68.00
ସୁନା:INR 149020.00
ରୁପା:INR 245000.00
ପେଟ୍ରୋଲ: ₹108.97 , ଡିଜେଲ: ₹ 100.68 | ସୁନା: ₹ 149020 , ରୁପା: ₹ 245000
 
ଆଜିର ରାଶିଫଳ !

ମେଷ: ଆର୍ଥିକ କାରବାରରେ ସତର୍କ ରୁହନ୍ତୁ । ପାରିବାରିକ ବାତାବରଣ ଅନୁକୂଳ ରହିବ । ପରିବାର ଏବଂ ବନ୍ଧୁମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ନୂଆ ସୁଯୋଗ ମିଳିଲେ ଭଲ ଭାବେ ବିଚାର କରନ୍ତୁ । ଗାଡ଼ି ଚଲାଇବା ସମୟରେ ସତର୍କ ରୁହନ୍ତୁ । ଅନାବଶ୍ୟକ ଚିନ୍ତାରୁ ଦୂରେଇ ରହି ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧୈର୍ଯ୍ୟ ଧରି କାମ କଲେ ଦିନଟି ଭଲ କଟିବ ।

ବୃଷ: କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ କଥାବାର୍ତ୍ତାରେ ସଂଯମ ରଖନ୍ତୁ, ନଚେତ୍ ବିବାଦରେ ଫସିପାରନ୍ତି । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ଈଶ୍ୱରଙ୍କ ପ୍ରତି ଭକ୍ତି ମନରେ ଶାନ୍ତି ଆଣିବ । ପରିବାରରେ ଭଲ ପରିବେଶ ରହିବ । ପରିବାର ସଦସ୍ୟଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ଆର୍ଥିକ କାରବାରରେ ସତର୍କ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଯଥେଷ୍ଟ ବିଶ୍ରାମ ନିଅନ୍ତୁ ।

ମିଥୁନ: ଟଙ୍କା ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । ପାରିବାରିକ ପରିବେଶ ଅନୁକୂଳ ରହିବ ଏବଂ ପରିବାର ସଦସ୍ୟଙ୍କ ସହ ସମନ୍ୱୟ ବିକଶିତ ହେବ । ଧାର୍ମିକ ଓ ସାମାଜିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢ଼ିବ । ପରିବାର ସଦସ୍ୟଙ୍କ ସହ ଲମ୍ବା ଯାତ୍ରା ଯୋଜନା ହୋଇପାରେ । ବନ୍ଧୁମାନଙ୍କଠାରୁ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ । ନିଜ ପ୍ରୟାସ ଓ ଧୈର୍ଯ୍ୟ ଆପଣଙ୍କୁ ସଫଳତା ଦେବ ।

କର୍କଟ: ଆପଣଙ୍କ କାର୍ଯ୍ୟରେ ସଫଳତା ମନରେ ଆନନ୍ଦ ଆଣିବ । ନୂଆ ଦାୟିତ୍ୱକୁ ଭଲ ଭାବେ ପୂରଣ କରିପାରିବେ । ପାରିବାରିକ ବାତାବରଣ ଭଲ ରହିବ ଏବଂ ପରିବାର ସଦସ୍ୟଙ୍କ ସହିତ ଦିନଟି ଖୁସିରେ ବିତିବ । ପରିବାର ଓ ବନ୍ଧୁମାନଙ୍କ ସହ ପିକନିକ୍ କିମ୍ବା ଧାର୍ମିକ ସ୍ଥଳକୁ ଯାତ୍ରାର ଯୋଜନା କରାଯାଇପାରେ । ଘରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମବିଶ୍ୱାସ ସହ ଆଗକୁ ବଢ଼ନ୍ତୁ ।

ସିଂହ: ଜୀବନସାଥୀଙ୍କ ସହ ମଧୁର ସମ୍ପର୍କ ରହିବ । ବନ୍ଧୁଙ୍କ ସହ ଏକ ଛୋଟ ଭ୍ରମଣର ଯୋଜନା ହୋଇପାରେ । ଛାତ୍ରଛାତ୍ରୀ ନିଜ ଦୁର୍ବଳ ବିଷୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଅତ୍ୟଧିକ ଚିନ୍ତା କରିବାରୁ ଦୂରେଇ ରୁହନ୍ତୁ । ଦୈନନ୍ଦିନ କାର୍ଯ୍ୟରେ ଶୃଙ୍ଖଳା ରଖନ୍ତୁ । ନୂଆ ସୁଯୋଗକୁ ଠିକ୍‌ ଭାବେ ବିଚାର କରି ଗ୍ରହଣ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେଲେ ଦିନଟି ଆହୁରି ଭଲ କଟିବ ।

କନ୍ୟା: ଦିନଟି ବ୍ୟସ୍ତତାରେ ବିତିବାରୁ ଥକାପଣ ଅନୁଭବ ହୋଇପାରେ । କ୍ରୋଧ ଅଧିକ ରହିବାରୁ ପରିବାରରେ ଦ୍ୱନ୍ଦ୍ୱ ହୋଇପାରେ । ତେଣୁ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ପରିବାର ସଦସ୍ୟଙ୍କଠାରୁ ସମର୍ଥନ ମିଳିବ । ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ନୂଆ ନିବେଶ କରିବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯଥେଷ୍ଟ ବିଶ୍ରାମ ନେଲେ ଥକାପଣ କମିବ ।

ତୁଳା: ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟ ହାସଲ ପାଇଁ ଅଧିକ ପରିଶ୍ରମ କରନ୍ତୁ । ଯାତ୍ରାରେ ନୂଆ ଅନୁଭୂତି ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ଅହଂକାରରୁ ଦୂରେଇ ରୁହନ୍ତୁ । କ୍ରୋଧରେ କୌଣସି କଥା କହିବା ପୂର୍ବରୁ ଥରେ ଭାବିନିଅନ୍ତୁ । ଧୈର୍ଯ୍ୟ ଓ ନମ୍ରତା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ବିଛା: ପାରିବାରିକ ବାତାବରଣ ଭଲ ରହିବ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ ରହିବ । ପିଲାମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ନିଜ ଦାୟିତ୍ୱକୁ ଠିକ୍‌ ଭାବେ ପୂରଣ କରନ୍ତୁ । ଆର୍ଥିକ କାରବାର ଏବଂ ବ୍ୟବସାୟରେ ବିପଦ ନେବାରୁ ଦୂରେଇ ରୁହନ୍ତୁ । ସକାରାତ୍ମକ ମନୋଭାବ ବଜାୟ ରଖନ୍ତୁ । ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ । ନିୟମିତ ବିଶ୍ରାମ ନେଲେ ଶରୀର ଓ ମନ ଭଲ ରହିବ ।

ଧନୁ: ସ୍ୱାସ୍ଥ୍ୟ, ପ୍ରେମ ଓ ବ୍ୟବସାୟ କ୍ଷେତ୍ରରେ ଦିନଟି ଭଲ ରହିବ । ପରିବାରରେ ଖୁସିର ପରିବେଶ ରହିବ । ନିକଟ ସମ୍ପର୍କୀୟଙ୍କଠାରୁ ସହଯୋଗ ମିଳିପାରେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ । ନୂଆ କାମ ଆରମ୍ଭ କରିବାକୁ ସୁଯୋଗ ମିଳିପାରେ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଶୁଭଫଳ ମିଳିବ । ଦିନଟିକୁ ସକାରାତ୍ମକ ଭାବେ ବିତାନ୍ତୁ ।

ମକର: ବ୍ୟବସାୟରେ ସ୍ଥିତି ଭଲ ରହିବ ଏବଂ ଲାଭର ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ରହିପାରେ । ପ୍ରେମ ଓ ସନ୍ତାନ ସମ୍ବନ୍ଧୀୟ କ୍ଷେତ୍ର ଭଲ ରହିବ । ପରିବାରରୁ ସମର୍ଥନ ମିଳିବ । ଅର୍ଥ ସମ୍ବନ୍ଧୀୟ ବଡ଼ ନିଷ୍ପତ୍ତି ନେବାରେ ତରବର କରନ୍ତୁ ନାହିଁ । ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଶୁଭଫଳ ପାଇଁ ପାଖରେ ସବୁଜ ରଙ୍ଗର ବସ୍ତୁ ରଖନ୍ତୁ ।

କୁମ୍ଭ: ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ରହିପାରେ, ତେଣୁ ନିଜ ଯତ୍ନ ନିଅନ୍ତୁ । ପ୍ରେମ ଓ ପାରିବାରିକ ସମ୍ପର୍କ ଭଲ ରହିବ । ସନ୍ତାନଙ୍କଠାରୁ ଖୁସି ଖବର ପାଇପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ । ନୂଆ ଯୋଜନାରେ ସଫଳତା ମିଳିପାରେ । ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଶନିଦେବଙ୍କୁ ପ୍ରାର୍ଥନା କଲେ ମନରେ ଶାନ୍ତି ମିଳିବ ।

ମୀନ: କାର୍ଯ୍ୟକ୍ଷେତ୍ରରେ ଥିବା ବାଧା ଦୂର ହେବ ଏବଂ ପ୍ରଗତି ସ୍ପଷ୍ଟ ଦେଖାଯିବ । ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ । ମାନସିକ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ରହିପାରେ । ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । ଅନାବଶ୍ୟକ ଚିନ୍ତାରୁ ଦୂରେଇ ରହନ୍ତୁ । ଆୟ ଓ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ରହିବ । ପୁରୁଣା ଭୁଲ ବୁଝାମଣା ଦୂର ହେବ । ଆଲୋଚନା ମାଧ୍ୟମରେ କାମ କଲେ ଲାଭ ମିଳିବ । ଆର୍ଥିକ ଦିଗରେ ସ୍ଥିରତା ରହିବ ।

 ଏ ମୁହୂର୍ତ୍ତର ଖବର : ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ | ପୁରୀର ଏକ ହୋଟେଲରେ ଆମିଷ ସହ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ, ତଦନ୍ତ ଆରମ୍ଭ କଲା କୁମ୍ଭାରପଡ଼ା ଥାନା ପୋଲିସ | ପୁରୀରେ ଗରମର ନୂଆ ରେକର୍ଡ, ୧୩୦ ବର୍ଷରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା | ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ ଶକ୍ତି ପ୍ରଦର୍ଶନବେଳେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୯ ଜଣଙ୍କୁ ଅଟକ ପରେ ଅଣ୍ଡର ଟେକିଙ୍ଗ ଲେଖାଇ ଛାଡ଼ିଲା ପୋଲିସ | କଟକ SCBରେ ଯୁବକଙ୍କ ହାଇଡ୍ରାମା, ସିଧା ପାଣି ଟାଙ୍କି ଉପରେ ଚଢିଗଲେ | ପିକ୍-ଅପ୍ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ପୋଲିସ ପାଟ୍ରୋଲିଂ ଗାଡ଼ିକୁ କଲା ଭଙ୍ଗାରୁଜା | ଆଜି ବହୁ ଚର୍ଚ୍ଚିତ ସରପଂଚ ଚାମେଲି ଓଝାଙ୍କୁ ଭେଟିବ NHRC ଟିମ୍ | ପାର୍ବଣ ପୂର୍ବରୁ ଅଶାନ୍ତ ରାଜଧାନୀ, ଝାରପଡ଼ାରେ ଦୁର୍ଗାପୂଜା ତୋରଣକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ | HAL ସୁନାବେଡ଼ାରେ ନୂଆ ପ୍ରକଳ୍ପ, ରାଜନାଥ ସିଂହ କରିବେ ଶିଳାନ୍ୟାସ | ଆସମରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୫ | SIRକୁ ନେଇ ତେଜିଲା ବିରୋଧ, ଆଜି ନିର୍ବାଚନ କମିଶନ ଅଭିମୁଖେ ବିରୋଧୀ ସାଂସଦ | ରୁଷିଆରେ ପ୍ଲେଗ୍ ଆଶଙ୍କା ନେଇ ଆମେରିକାର ଗୁରୁତ୍ୱ, ଆବଶ୍ୟକ ପଡ଼ିଲେ ସାହାଯ୍ୟର ହାତ ବଢେଇବେ ଟ୍ରମ୍ପ | ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ, ୨ ବିଦେଶୀ କ୍ରୁ ମୃତ |
 
Copyright©2026, OdishaNewsEpaper, All rights reserved.