ପେଟ୍ରୋଲ : ₹ 100.93.00
ଡିଜେଲ : ₹ 92.51.00
ସୁନା : ₹ 99770.00
ରୁପା : ₹ 127000.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ
:
INR 100.93.00
ଡିଜେଲ
:
INR 92.51.00
ସୁନା
:
INR 99770.00
ରୁପା
:
INR 127000.00
Home
About Us
Contact Us
Privacy Policy
Archive
☰
TOP NEWS
Tuesday,
15
Jul
25
ପ୍ରକାଶନ ସମୟ ରାତି ୮ଟା
PAGES
Page-1
Page-2
Page-3
Page-4
Page-5
Page-6
Page-7
ଏ ମୁହୂର୍ତ୍ତର ଖବର :
ଗାଁ ମଶାଣିରେ ଜଳିଲା ସୌମ୍ୟାଶ୍ରୀଙ୍କ ଜୁଇ, ମୁଖାଗ୍ନି ଦେଲେ ଭାଇ |ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣା, BNS ଧାରା ୭୫(୧) ରେ ଯୌନ ନିର୍ଯାତନା ନେଇ ମାମଲା ରୁଜୁ | ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ପାର୍ଥିବ ଶରୀର, ବାହୁନି କାନ୍ଦୁଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ | ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା: ଦୋଷୀକୁ ମିଳିବ କଠୋର ଦଣ୍ଡ | ଆଖି ବୁଜିଲେ ବାଲେଶ୍ବର ଛାତ୍ରୀ, ପୋଷ୍ଟମର୍ଟମ୍ ବେଳେ କାହିଁକି ଶାସକ ଓ ବିରୋଧୀ ଦଳ ମଧ୍ୟରେ ହୋଇଥିଲା ଛକାପଞ୍ଝା | ଫକୀର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ| ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ଵର ଏଫଏମ ଛାତ୍ରୀ, ଭୋଗରାଇରେ ହେବ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ | ପାନାମାରେ ଭୟଙ୍କର ଭୂମିକମ୍ପ ଅନୁଭୂତ, ତୀବ୍ରତା ୬.୨ | ବିବାହ ପରେ ହେଲା ଯୁକ୍ତିତର୍କ, ସାମାନ୍ୟ ମଟନ ଖଣ୍ଡ ପାଇଁ ଚାଲିଗଲା ଜୀବନ | ପୃଥିବୀକୁ ଫେରୁଛନ୍ତି ଶୁଭାଂଶୁ ଶୁକ୍ଳା, କାଲିଫର୍ଣ୍ଣିଆ ଉପକୂଳରେ ସ୍ପ୍ଲାସ୍ ଡାଉନ | ସ୍ପାଇସଜେଟ୍ ବିମାନରେ ଦୁଇ ଜଣ ଯାତ୍ରୀ କଲେ ହଙ୍ଗାମା, ଯାତ୍ରୀଙ୍କୁ ଓହ୍ଲାଇ ଦେଲେ କ୍ରୁ ମେମ୍ବର |