ପେଟ୍ରୋଲ : ₹ 100.93.00
ଡିଜେଲ : ₹ 92.51.00
ସୁନା : ₹ 99880.00
ରୁପା : ₹ 125000.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ
:
INR 100.93.00
ଡିଜେଲ
:
INR 92.51.00
ସୁନା
:
INR 99880.00
ରୁପା
:
INR 125000.00
Home
About Us
Contact Us
Privacy Policy
Archive
☰
TOP NEWS
Monday,
14
Jul
25
ପ୍ରକାଶନ ସମୟ ରାତି ୮ଟା
PAGES
Page-1
Page-2
Page-3
Page-4
Page-5
Page-6
Page-7
ଏ ମୁହୂର୍ତ୍ତର ଖବର :
ଗଞ୍ଜାମ ଜିଲ୍ଲା ଚିରିକିପଡା ତିନି ଛକଠାରେ ଦୁର୍ଘଟଣା, ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ | ଯୌତୁକ ନିଆଁରେ ଜଳିଲେ ଆରତୀ, ମେଡ଼ିକାଲରେ ତଦନ୍ତ କରୁଛି ପୋଲିସ | କୋହଭରା କଣ୍ଠରେ କହିଲେ ଏଫଏମ କଲେଜ ଛାତ୍ରୀଙ୍କ ବାପା, ଏବେ ଭଗବାନଙ୍କ ଉପରେ ରହିଛି ଭରଷା | ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିବାକୁ ନିବେଦନ କରିଛି ଦଳ | ପାରାଦ୍ଵୀପ ବଡ଼ପଡ଼ିଆ ପରିବା ମାର୍କେଟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ | ବାଲେଶ୍ବର ଏଫଏମ କଲେଜ ଘଟଣା, ଛାତ୍ରୀଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି ୧୦ ଜଣିଆ ଡାକ୍ତରୀ ଟିମ | ଆଜି ଆସୁଛନ୍ତି ରାଷ୍ଟ୍ରପତି, ଅପରାହ୍ଣ ୫ଟା ୧୦ ମିନିଟ ସମୟରେ ପହଞ୍ଚିବେ ଭୁବନେଶ୍ବର | ଆସୁଛି ଦୁଇଟି ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ | ପଶ୍ଚିମ ବଙ୍ଗ : ସମାନ୍ୟ ବଚସା ନେଲା ଦୁଇ ବନ୍ଧୁଙ୍କ ଜୀବନ | କେରଳରେ ନିପାହ ଭାଇରସରେ ଆଉ ଜଣଙ୍କ ମୃତ୍ୟୁ ! ହାଇ ଆଲର୍ଟରେ ସରକାର | ରେଳ ଯାତ୍ରାକୁ ସୁରକ୍ଷିତ କରିବାକୁ ରେଳବାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଟ୍ରେନ ବଗିରେ ଲଗାଯିବ ସିସିଟିଭି କ୍ୟାମେରା | ପାଣି ସଂଗ୍ରହ କରୁଥିବା ପିଲାମାନଙ୍କ ଉପରେ ଇସ୍ରାଏଲୀ ଆକ୍ରମଣ, ୮ ଶିଶୁ ସମେତ ୪୩ ଜଣଙ୍କ ମୃତ୍ୟୁ | ଉଡ଼ାଣ ଭରିବା ସମୟରେ ବିମାନରେ ହଠାତ୍ ଲାଗିଲା ନିଆଁ, ଦୃଶ୍ୟ ଦେଖି ଭୟଭୀତ ହେଲେ ଯାତ୍ରୀ | ଏୟାର ଇଣ୍ଡିଆ ଦୁଇଥର ବଦଳାଇଥିଲା କ୍ରାସ୍ ଡ୍ରିମଲାଇନରର TCM, ତେଲ କଣ୍ଟ୍ରୋଲ୍ ସ୍ୱିଚ୍ ବି ଥିଲା ସାମିଲ୍ |