ପେଟ୍ରୋଲ : ₹ 100.11.00
ଡିଜେଲ : ₹ 92.69.00
ସୁନା : ₹ 98130.00
ରୁପା : ₹ 111000.00
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର
TODAYS
ପେଟ୍ରୋଲ
:
INR 100.11.00
ଡିଜେଲ
:
INR 92.69.00
ସୁନା
:
INR 98130.00
ରୁପା
:
INR 111000.00
Home
About Us
Contact Us
Privacy Policy
Archive
☰
TOP NEWS
Tuesday,
27
May
25
ପ୍ରକାଶନ ସମୟ ରାତି ୮ଟା
PAGES
Page-1
Page-2
Page-3
Page-4
Page-5
Page-6
Page-7
ଏ ମୁହୂର୍ତ୍ତର ଖବର :
ଟନେଲ ଭୁଶୁଡିବା ଘଟଣା, ଲଗାତାର ବର୍ଷା ଯୋଗୁ ଏପରି ଘଟିଥିବା ସ୍ପଷ୍ଟୀକରଣ ଜାରି କଲା ପୂର୍ବତଟ ରେଳବାଇ | ଆମ୍ବଗଛ ମୂଳେ ବସି ପୂଜା ଦେଖୁଥିବାବେଳେ ହେଲା ବଜ୍ରାଘାତ, ଚାଲିଗଲା ସୀତାରାମଙ୍କ ଜୀବନ | ଜନ୍ମଦିନ ଭୋଜି ଖାଇ ୫୦ ଗୁରୁତର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି | ବାସବରାଜୁଙ୍କ ମୃତଦେହ ପରିବାରକୁ ଦେଲାନି ପୋଲିସ, CPI ମାଓ ମୁଖିଆଙ୍କ ସମେତ ୮ ଜଣଙ୍କର ହେଲା ଅନ୍ତିମ ସଂସ୍କାର | ବାଇକକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର, ସ୍ବାମୀ ଓ ପୁଅ ଆଗରେ ଚାଲିଗଲା ମାଆର ଜୀବନ | ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ସୈତାନ ସ୍ବାମୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ମହିଳା | ପିପିଲିରେ ପୁଣି ଲଜ୍ଜା: ମାନସିକ ବିକାରଗସ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ | ୨ ବର୍ଷ ୯ ମାସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛନ୍ତି ଜାଗୃତି, ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟଚକିତ | ବୌଦ୍ଧ ଆଢ଼େଣୀଗଡ଼ ଟି-୪ ଟନେଲ ଭୁଶୁଡିବା ଘଟଣା: କାର୍ଯ୍ୟରତ ଶ୍ରମିକ ଉଦ୍ଧାର | ଆଜି ସୃଷ୍ଟି ହେବ ଲଘୁଚାପ, ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା | ବର୍ଷାରେ ବେହାଲ୍ ମୁମ୍ବାଇ, ୭୫ ବର୍ଷ ପରେ ମୁମ୍ବାଇକୁ ସବୁଠୁ ଶୀଘ୍ର ପ୍ରବେଶ କରିଛି ମୌସୁମୀ | ମିଆଁମାରରେ ପୁଣି ଭୂକମ୍ପର ଝଟକା, ତୀବ୍ରତା ୩.୪ | ଭିଏତନାମା ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ମାଡ ମାରିଲେ ପତ୍ନୀ ! ଭାଇରାଲ୍ ହେଉଛି ଭିଡିଓ | ଛାତିଥରା କାର ଦୁର୍ଘଟଣା, ଘଟଣାସ୍ଥଳରେ ତିନି ମୃତ ଜଣେ ଗୁରୁତର ଆହତ | ୨୦୦୮ ଗାନ୍ଧୀ-ଭୁଟ୍ଟୋ ସାକ୍ଷାତ କ’ଣ ପ୍ରକୃତରେ କେବଳ ଏକ ଶୋକ ସଭା ଥିଲା ନା ଏଥିରେ ଅନ୍ୟ କିଛି ରହସ୍ୟ ଅଛି? | ଗାଡି ଭିତରୁ ୭ ମୃତଦେହ ଉଦ୍ଧାର, ଏକା ସାଙ୍ଗରେ ପରିବାର ଲୋକଙ୍କ ସନ୍ଦେହଜନକ ମୃତ୍ୟୁ | ବ୍ରିଟେନରେ ବଡ ଦୁର୍ଘଟଣା ; ଲୋକଙ୍କ ଉପରେ ଚଢ଼ିଗଲା କାର, ୨୭ରୁ ଊର୍ଦ୍ଧ୍ବ ଆହତ |